ଜୟପୁର: ଆଲୋକର ପର୍ବ ଦିପାବଳି ଜୟପୁର ରେ ଧୁମଧାମରେ ଚାଲିଛି, ଟାଉନ ପୋଲିସ ତରଫରୁ ସୁରକ୍ଷା କଡା କଡ଼ି
ଆଲୋକର ପବ ଦିପାବଳି ଜୟପୁର ରେ ଧୁମଧାମରେ ଚାଲିଛି । ଜୟପୁର ସହରରେ ପିତୃପୁରଷ ଙ୍କୁ ପୁଜା କରି ବାଣ ଫୁଟାଇ ଥିଲେ । ପ୍ରଶାସନ ତରଫରୁ ରାତ୍ର ୯ଟା ଯାଏ ବାଣ ଫୁଟାଇବାକୁ ପ୍ରଶାସନ ଅନୁମତି ଦିଆଯାଇଛି । ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ତରଫୁର ପେଟ୍ରେଲିଂ କୁ କଡା କଡି କରାଯାଇଛି ।