ଯୁଯୁମୁରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଠିକାଦାର ସଂଘର ବୈଠକ ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଶୁକ୍ରବାର ଠିକାଦାର ମାନଙ୍କ ଏକ ଜରୁରୀ ବୈଠକ ହୋଇଥିଲା। ବ୍ଲକ୍ ବିଭିନ୍ନ ବିଭାଗରେ ହେଇଥିବା କାମ କିଭଳି ସୁଚାରୁ ରୂପେ ଓ ଉଚିତ୍ ମାନରେ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହା ସହ ଆସନ୍ତା ୪ ତାରିଖ ଆଉ ଏକ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ସେହି ଦିନ ବ୍ଲକ ଠିକାଦାର ସଂଘର ନୂତନ କର୍ମକର୍ତ୍ତା ଚୟନ ହେବ। ଏହା ସହ ବାହାର ଠିକା ଦାର ଆସି ଅତି ଲେସ ରେ କାମକୁ ନେଉଛନ୍ତି। କାମ ସଂପୂର୍ଣ୍ଣ କରି ପାରୁନାହାନ୍ତି। ଯଦି କାମ ହେଉଛ