ଧଉଳି ଥାନା ଲିଙ୍ଗିପୁର ରେ ଗାଡି ପାର୍କିଂ କୁ ନେଇ ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା ଘଟଣା | ଜଣେ ଅଭିଯୁକ୍ତ କୁ ଗିରଫ କଲା ଧଉଳି ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଉତ୍ତମ ଓରଫ ଚନ୍ଦନ ମହାପାତ୍ର | ଏହି ଘଟଣା ରେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛି ତାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି କମିସନରେଟ ପୋଲିସ |