ବାଙ୍ଗିରିପୋଷି: ମା ଚାନ୍ଦୁଆପାଟ ଜାହିରା କୁ ପରିଦର୍ଶନ କରି ସେଠାରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟ କୁ ତଦାରଖ କଲେ ବାଙ୍ଗିରିପୋଷି ବିଧାୟିକା
ଗୁରୁବାର ଦିନ ପ୍ରାୟ ୧୦ ଟାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୁଆ ରେ ଥିବା ମା ଚାନ୍ଦୁଆପାଟ ଜାହିରା କୁ ପରିଦର୍ଶନ କରି ସେଠାରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟ କୁ ତଦାରଖ କରିବା ସହ ଆଗକୁ କିପରି ସରସସୁନ୍ଦର ତଥା ଆକର୍ଷଣୀୟ ହୋଇ ପାରିବ ସେ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିଭାଗୀୟ ଅଧିକାରୀ ସହ ଆଲୋଚନା କରିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ।