କୋରାପୁଟ ସହର...ଆଜି ଏଗାର ଟା ସମୟରେ କୋରାପୁଟ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ନଗର ଉନ୍ନୟନ ମନ୍ତ୍ରୀ ସମୀକ୍ଷା କଲା ପରେ ପ୍ରତିକ୍ରିୟା ରଖିଲେ କୋରାପୁଟ ଚେୟାରମେନ୍ ଲଲାଟ ରଞ୍ଜନ ସେଠି। ଏବଂ କହିଚନ୍ତି ସତୁରୀ ବର୍ଷର ମାକେଟ କୁ କିଭଳି ସୋଣ୍ଡର୍ଯ୍ୟ କରଣ କରାଯିବ ତାହା ସହ କୋରାପୁଟ ର ପୌରପାଳିକା ର ବିଭିନ୍ନ ଅଞ୍ଚଳ କିପରି ବିକାଶ କରାଯିବ ସେ ନେଇ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଚେୟରମେନ୍