ବାରିପଦା ମ୍ୟୁନିସିପାଲଟି: ବାରିପଦା ସ୍ଥିତ ଷ୍ଟେସନ ଏଥେଲେଟିକ ପଡିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ମନ୍ତ୍ରୀ, ରାଜ୍ୟସଭା ସାଂସଦ ଓ ବିଧାୟକଙ୍କ ଯୋଗଦାନ
Baripada M, Mayurbhanj | Jun 15, 2025
ରବିବାର ଦିନ ପ୍ରାୟ ୯ ଟାରେ ବାରିପଦା ସହର ସ୍ଥିତ ଷ୍ଟେସନ ଏଥେଲେଟିକ ପଡିଆ ଠାରେ ଷ୍ଟେସନ ଏଥେଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ୫ମ ମର୍ଣିଂ ଫୁଟବଲ...