ନାକଟିଦେଉଳ: ଜଗନ୍ନାଥ ପ୍ରସାଦ ସରସ୍ଵତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ଆଚାର୍ଯ୍ୟ ବିକାଶ କର୍ମଶାଳା ଅନୁଷ୍ଠିତ
ନାକଟିଦେଉଳ ସ୍ଥିତ ଜଗନ୍ନାଥପ୍ରସାଦ ଠାରେ ଥିବା ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷା ବିକାଶ ସମିତି ର ନିର୍ଦ୍ଦେଶ ରେ ସଂକୁଳ ସ୍ତରୀୟ ଆଚାର୍ଯ୍ୟ ବିକାଶ କର୍ମଶାଳା ଗୁରୁବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ୮ ଟି ଶିଶୁ ମନ୍ଦିର ର ୧୭୬ ଜଣ ଆଚାର୍ଯ୍ୟ ଓ ଗୁରୁମା ଭାଗ ନେଇଥିଲେ |