ସୁନ୍ଦରଗଡ ସହର: ହେମଗିରରେ ସଦର ରେଞ୍ଜ ଏକ୍ସସାଇଜ ବିଭାଗର ଚଢ଼ାଉ, 3 kg 300gm ଓଜନର ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ
Sundargarh Town, Sundargarh | Jul 25, 2025
ଆଜି ଜୁଲାଇ ମାସ 25 ତାରିଖ ଶୁକ୍ରବାର ସନ୍ଧ୍ୟା 6 ଟା ପାଖାପାଖି ସମୟରେ ଏହି ଅଭିଯୁକ୍ତ ଗଞ୍ଜେଇ ସହ ଧରା ପଡ଼ିଛି। ତେବେ ଗିରଫ ଅଭିଯୁକ୍ତ ହେଲା -...