ବଲାଙ୍ଗୀର: ସମଲେଇ ମନ୍ଦିରରେ ଭକ୍ତଙ୍କ ପ୍ରଚଣ୍ଡ ଭିଡ଼,ଧବଳମୁଖୀ ଭେଷରେ ବାହାରିଲେ ମାଁ ସମଲେଇ
ସମଲେଇ ମନ୍ଦିରରେ ଭକ୍ତଙ୍କ ପ୍ରଚଣ୍ଡ ଭିଡ଼, ଧବଳମୁଖୀ ଭେଷରେ ବାହାରିଲେ ମା ସମଲେଇ" ବଲାଙ୍ଗିର – ସମଲେଇ ମନ୍ଦିର ପରିସର ଆଜି ସକାଲୁ ହଜାର-ହଜାର ଭକ୍ତଙ୍କ ଭିଡ଼ ଦେଖା ଯାଉଚି ଦୂର-ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେବୀଙ୍କ ଦର୍ଶନ ପାଇଁ ଅପାର ଶ୍ରଦ୍ଧା ରହିଛି ସମଲେଇ ଧବଳମୁଖୀ ଭେଷରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ପୁରାଣରୁ ମାନ୍ୟତା ଅଛି, ଧବଳମୁଖୀ ଭେଷରେ ଦର୍ଶନ କଲେ ମା’ଙ୍କ କୃପାରେ ସମସ୍ତ ଅଶୁଭ ଦୂରୀଭୂତ ହୋଇ ଥା ଶାନ୍ତି, ସମୃଦ୍ଧି ଓ ସୁଖ-ଶାନ୍ତିର କୃପା ଲାଭ୍ୟ ହୁଏ।