ଦାଦାବଟି ମାଗିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ।ଟାଉନ୍ ଥାନା ପୋଲିସ ଦ୍ୱାରା ଦୁଇ ଗିରଫ ସହ ଫାୟାର ଗନ୍ ଓ କାତି ଜବତ କରାଯାଇଛି। ଦାଦାବଟି ୭୦ ହଜାର ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ଦୁଇ ଗିରଫ ହୋଇଛନ୍ତି।ରବିବାର ସଂଧ୍ୟାରେ କୋର୍ଟ ଚାଲାଣ କରିଛି ପୋଲିସ ।