କୋରାପୁଟ ସହର: କୋରାପୁଟ ବ୍ଲକ ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରୁ ୨୦ ଛାତ୍ର ନିଖୋଜ ଘଟଣା... ସମସ୍ତ ଙ୍କୁ ଉଦ୍ଧାର । ପ୍ରତିକ୍ରିୟା ରଖିଲେ ବିଡ଼ିଓ
କୋରାପୁଟ ବ୍ଲକ ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରୁ ୨୦ ଛାତ୍ର ନିଖୋଜ ଘଟଣା... ସମସ୍ତ ଙ୍କୁ ନଅ କିଲୋମିଟର ଦୂର ପଣ୍ଡି ଜଙ୍ଗଲ ରୁ ଉଦ୍ଧାର। ସମସ୍ତ ଛାତ୍ର ସୁରକ୍ଷିତ। କୋରାପୁଟ...କୋରାପୁଟ ବ୍ଲକ ଅନ୍ତର୍ଗତ ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୨୦ ଜଣ ଛାତ୍ର ନିଖୋଜ ଥିବା ନେଇ ପିଲାଙ୍କ ଅବିଭାବକଙ୍କ ଠାରୁ ଖବର ପାଇଁ ଆମେ ସ୍କୁଲ ନିକଟରେ ପହଁଚିଥିଲୁ। ହଷ୍ଟେସଲକୁ ଆସି ଦେଖିବାରୁ ହଷ୍ଟେଲ ସମ୍ମୁଖରେ କିଛି ପିଲାଙ୍କ ଅଭିଭାବକ ମାନେ କାନ୍ଦକଟା କରୁଥିବା ଦେଖିବାକୁ ମିଳିଥିଲା।ଅଭିଭାବକଙ୍କ ନିକଟରୁ ଖବର ନେବାରୁ ଜଣାପଡିଛି ଯେ ବି