କେନ୍ଦ୍ରାପଡା: ଡେରାବିଶର ଅରାଧ୍ୟ ଦେବତା ଦଧିବାମନଜୀଉଙ୍କ ଜମି ହଡପ ଘଟଣାକୁ ନେଇ ଡେରାବିଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ
ଡେରାବିଶର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ସମ୍ପତ୍ତି ଜମି ହଡପ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।ଏହି ମାମଲାରେ ଦୁର୍ନୀତି ଗ୍ରସ୍ତ ଡେରାବିଶ ତହସିଲଦାର ତଥା ସବ୍-ରେଜିଷ୍ଟର ସରୋଜକାନ୍ତ ନାୟକଙ୍କୁ ନିଲମ୍ବିତ ଦାବି କରିଛନ୍ତି ଅନସନକାରି ,ଜମି ହଡପ ଓ ଦୁର୍ନୀତିକୁ ବିରୋଧ କରି ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ଡେରାବିଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରାଯାଇଛି । ଅନଶନକାରୀମାନେ ସ୍ପଷ୍ଟ ଦାବି କରୁଛନ୍ତି ଯେ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ତୁରନ୍ତ ନୀଲମ୍ବିତ କରାଯାଉ ।