ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡାରେ ଶ୍ୟାମା କାଳି ପୁଜା ଆରମ୍ଭ
ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡାରେ ଶ୍ୟାମା କାଳି ପୁଜା ଆରମ୍ଭ ହୋଇଛି । ଉତ୍ସବ ମୁଖର ହୋଇଛି ପରିବେଶ । କଳଶ ଯାତ୍ରା ହେବା ପରେ ରାତ୍ର ୧୨ଟା ପରେ ମା ଙ୍କ ପୁଜା ଆରମ୍ବ ହୋଇ ଆଜି ଶେଷ ହୋଇଛି । ମୁଣୟ ମୁତ୍ତି ରେ ମାଙ୍କୁ ୭ ଦିନ ଧରି ହୋମ ପୁଜା ପାଠ, ଆଳତି ହେବ । ରବିବାର ମାଙ୍କୁ ମେଲାଣି ଦିଆଯିବ । ପୁବରୁ ବଙ୍ଗଳା ସମ୍ପ୍ରଦାୟର ଲୋକେ ପ୍ରଥମେ ପୁଜା ଆରମ୍ଭ କରିଥିବା ବେଳେ ବତ୍ତମାନ ଆମ୍ବାଗୁଡା ବାସୀଙ୍କ ତରଫରୁ ପୁଜା କରାଯାଉଥିବା ଆଜି ସଂନ୍ଧ୍ୟା 5 ଟାରେ କମିଟି ତରଫରୁ ସୂଚନା ଦିଆଯାଇଛି ।