ଧାମନଗର: ଧାମନଗର ନିର୍ବାଚନ ମଣ୍ଡଳୀ ର ଦୋଳସାହି ଠାରେ ୨୦ ରୁ ଉର୍ଦ୍ଧ ଅନ୍ୟ ଦଳ ର କର୍ମୀ ସାଂସଦ ଙ୍କ ଉପସ୍ଥିତି ରେ ଶଙ୍ଖ ଧରିଲେ
ଧାମନଗର ନିର୍ବାଚନ ମଣ୍ଡଳୀର ଦୋଳସାହି ଠାରେ ୨୦ ରୁ ଉର୍ଦ୍ଧ ଅନ୍ୟ ଦଳ ର କର୍ମୀ ଆଯି ଦିନ ୧୦ ଟା ସମୟରେ ଭଦ୍ରକ ସାଂସଦ ମଞ୍ଜୁ ଲତା ମଣ୍ତଳ ଙ୍କ ଉପସ୍ଥିତି ରେ ଶଙ୍ଖ ଧରିଲେ। ସାଂସଦ ଶ୍ରୀମତି ମଣ୍ତଳ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ