ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଖାଦ୍ୟ ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ଟିଟିଲାଗଡ - ଟିଟିଲାଗଡ ସହରର ବିଶିଷ୍ଟ ବ୍ୟବସାୟୀ ତଥା ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଲାୟନ ପ୍ରଭାଶ ସାହୁଙ୍କ ଜନ୍ମ ବାର୍ଷିକୀ ଅବସରରେ ଜନ ସାଧାରଣଙ୍କୁ ତିନୋଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା। ଟିଟିଲାଗଡ ଲାୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ଲାୟନ୍ସ ଡେନ ସମ୍ମୁଖରେ , ଘଣ୍ଟାସୁନୀ ମନ୍ଦିର ସମ୍ମୁଖରେ ଏବଂ ଶାନ୍ତି ନଗର ସ୍ଥିତ ଲେପୋର୍ଶି ମିଶନ ଆଶ୍ରମ ଠାରେ ସମସ୍ତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା। ପାଖାପାଖି ୮୦୦ ଜଣଙ୍କ ପାଇଁ “ଖାଦ୍ୟ ସମସ୍ତଙ୍କ ପାଇଁ ” ସେବା କାର୍ଯ୍ୟକ୍ରମ ଆୟୋଜ