ଝାରସୁଗୁଡା: ଟିପିଡବ୍ଲୁଓଡିଏଲ ବେଳପାହାଡ଼ ବିଦ୍ୟୁତ ସବ ଡିଭିଜନ କାର୍ଯ୍ୟାଳୟ ଠାରେ ଫାୟାର ସେଫଟି ବା ଅଗ୍ନି ନିରାପତ୍ତା ଉପରେ ଏକ ତାଲିମ କାର୍ଯ୍ୟକ୍ରମ
ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ସ୍ଥିତ ଟିପିଡବ୍ଲୁଓଡିଏଲ ବେଳପାହାଡ଼ ବିଦ୍ୟୁତ ସବ ଡିଭିଜନ କାର୍ଯ୍ୟାଳୟ ପରିସରରେ ଆଜି ସକାଳ ୧୧ଟା ସମୟରେ ଫାୟାର ସେଫଟି ବା ଅଗ୍ନି ନିରାପତ୍ତା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ଫାୟାର ଅଫିସର ରଞ୍ଜିତ ଲାକ୍ରା ଓ ତାଙ୍କର ଟିମ ଉପସ୍ଥିତ ରହି ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ। ଟିପିଡବ୍ଲୁଓଡିଏଲ ବେଳପାହାଡ଼ ସବ ଡିଭିଜନ ର ସମସ୍ତ କର୍ମଚାରୀଙ୍କୁ ଜରୁରୀକାଳୀନ ସମୟରେ ନିଆଁ କୁ କିପରି ଆୟତ୍ତ କରାଯିବ ସେନେଇ