ତହସିଲ ପ୍ରଶାସନ ପକ୍ଷରୁ ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ଖେଳ ପଡିଆରୁ ଜବଦଖଲ ଉଛେଦ ପକ୍ରିୟା ଆରମ୍ଭ,ବ୍ୟାପକ ପୋଲିସ ମୁତୟନ l ଦୀର୍ଘ ବର୍ଷ ଧରି ଏନ ସି ହାଇସ୍କୁଲ ର ଜମି ଜବର ଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଏହି ଉଚ୍ଛେଦ ପ୍ରକ୍ରିୟା ରେ 6 ପ୍ଲାଟୁନ ଫୋର୍ସ ସହିତ 20 ରୁ ଉର୍ଦ୍ଧ୍ବ ବରିଷ୍ଠ ଅଧିକାରୀ ଉପସ୍ଥିତ । ସ୍କୁଲ ଜମିରୁ ଜବର ଦଖଲ ହଟେଇବାପାଇଁ ଦୀର୍ଘଦିନ ଧରି ହେଉଥିଲା ଦାବୀ । ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ଉଛେଦ ପକ୍ରିୟା l