ଭଟଲି: ଭଟଲୀ ମାର୍କେଟପଡ଼ାରୁ ବିପୁଳ ପରିମାଣର କଫ ସିରପ ଜବତ ସହ ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କଲା ଅବକାରୀ ବିଭାଗ
Bhatli, Bargarh (Baragarh) | Jul 26, 2025
ଭଟଲୀ ଅବକାରୀ ବିଭାଗ ତରଫରୁ ଅତର୍କିତ ଭାବେ ଗତକାଲୀ ବିଲମ୍ବିତ ରାତିରେ ଚଢାଉ କରାଯାଇ ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ମାର୍କେଟ ପଡା ର ଅଭି...