ବାଲେଶ୍ବର ମ୍ୟୁନିସିପାଲଟି: ଓଡ୍ରାଫ୍ ଟ୍ରେନିଂ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ରେ ପୋଲିସ କର୍ମଚାରୀ ମୃତ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର
Baleshwar M, Balasore | Sep 11, 2025
ଓଡ୍ରାଫ୍ ଟ୍ରେନିଂ ଡ୍ୟୁଟି ସାରି ବାଲେଶ୍ବର ରୁ ସୋରକୁ ଫେରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ବାହାନଗା ନିକଟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ...