ନର୍ଲା: ନର୍ଲା ଆଇ ସି ଡି ଏସ ପକ୍ଷରୁ ରତ୍ନ ଗିରି ନାଟ୍ୟ ସଂଘ ଦ୍ଵାରା ବିଭିନ୍ନ ଗାଁ ଠାରେ ସଚେତନତା ଲୋକ ନାଟ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ
ଆଜି ସକାଳ ଦଶ ଘଣ୍ଟା ସମୟରୁ ଅପରାହ୍ନ ଦୁଇ ଘଣ୍ଟା ମଧ୍ୟରେ ନର୍ଲା ବ୍ଳକ୍ ଅନ୍ତର୍ଗତ ଭୀମ କେଲା, ଉଳିକୁପା, ଲାଖ ଗୁଡ଼ା ଗାଁ ମାନଙ୍କରେ ଆଇ ସି ଡି ଏସ ପକ୍ଷରୁ ରତ୍ନ ଗିରି ନାଟ୍ୟ ସଂଘ ଦ୍ଵାରା ନର୍ଲା ଦ୍ଵାରା ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ କଳାକାର ମାନେ ସୁନ୍ଦର ଅଭିନୟ କରି ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ