ବାଙ୍ଗିରିପୋଷି: ପଞ୍ଚାୟତ ସ୍ଥାରୀୟା ଜନ ଶୁଣାଣି ଅଭିଯୋଗ ବାଙ୍ଗିରିପୋଷି ତହସିଲ ରେ ଅନୁଷ୍ଟିତ,ଯୋଗ ଦେଲେ ବିଧାୟିକା
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ତହସିଲ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ଥରିୟ ଜନ ଶୁଣାଣି ଅଭିଯୋଗ ଆଜି ଦିବା ୨ ଘଟିକା ସମୟରେ ଅନୁଷ୍ଟିତ ହେଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା ସଂଜଳି ମୁର୍ମୁ,ଉପଜିଲ୍ଲାପାଳ ଦୟସିନ୍ଧୁ ପରିଡ଼ା,ବିଡ଼ିଓ,ତହସିଲଦାର,ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।ଜନ ସାଧାରଣ ନେଇ ଆସିଥିବା ବିଭିନ୍ନ ଅଭିଯୋଗ କୁ ଗ୍ରହଣ କରାଯାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆ ଯିବାର ପ୍ରତିଶ୍ରୁତି ହିତାଧିକାରୀ ଙ୍କୁ ଦିଆ ଯାଇଥିଲା।