ବୀରମହାରାଜପୁର: ପାପୀ ଯାମପାଲି କେନାଲରୁ ଦୀପକ ବରିହାଙ୍କ ମୃତଦେହ ଉଦ୍ଧାର ଘଟଣା, ମୃତ୍ୟୁର ରହସ୍ୟ ସାମ୍ନାକୁ ଆଣିବା ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର
Biramaharajpur, Subarnapur (Sonepur) | Sep 3, 2025
ବିନିକା ଥାନା ଅନ୍ତର୍ଗତ ପାପୀ ଯାମପାଲି କେନାଲରୁ ଦୀପକ ବରିହାଙ୍କ ମୃତ ଦେହ ଉଦ୍ଧାର ଘଟଣା, ଦୀପକଙ୍କ ମୃତ୍ୟୁର ରହସ୍ୟ ସାମ୍ନାକୁ ଆଣିବା ପାଇଁ ...