ଛତ୍ରପୁର: SRF ଲିମିଟେଡରେ ବଡ଼ ଧରଣର ପୁଞ୍ଜି ନିବେଶ, ଛତ୍ରପୁର ନିକଟସ୍ଥ ଟାଟା ଷ୍ଟିଲ ପରିସରରେ ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ
ଗୋପାଳପୁର ଶିଳ୍ପ ପାର୍କ ଟାଟା ଷ୍ଟିଲ ଠାରେ ବଡ଼ ଧରଣର ଆଜି ପୁଞ୍ଜିନିବେଶ ପାଇଁ ଶୁଭାରମ୍ଭ ହୋଇଛି। ଏହା ଦ୍ବାରା ଗଞ୍ଜାମ ଜିଲ୍ଲାର ବହୁ ଯୁବକ ନିଯୁକ୍ତି ସୁଯୋଗ ପାଇବେ ବୋଲି କହିଛନ୍ତି ଜିଲ୍ଲାପାଳ। ସୋମବାର ମଧ୍ଯାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଭି କିର୍ତ୍ତିଭାସନ ।