ଜଳେଶ୍ବର: ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଗୋରୁ ବୋଝେଇ କଣ୍ଟେନର ଜବତ, ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ଓ ପୋଲିସର ତଦନ୍ତ ଜାରି
Jaleswar, Balasore | Aug 22, 2025
ଆଜି ପୁଣି ଜଳେଶ୍ୱର ରେ ଗୋ ମାଫିଆ ସକ୍ରିୟ, ଦିନ ଦ୍ବିପହର ସମୟରେ ଓଡିଶା ରୁ ପଶ୍ଚିମବଙ୍ଗ କୁ କଣ୍ଟେନରରେ ଗୋରୁ ଚୋରା ଚାଲାଣ ବେଳେ ବାଲେଶ୍ବର...