ଜଳେଶ୍ବର: ଭେଲୁରା ଛକରେ ସ୍ପିଡ୍ ବ୍ରେକର ପାଇଁ ଭାଙ୍ଗିଲା ଦୁଇଟି ବସର ବ୍ରେକ ସ୍ପ୍ରିଙ୍ଗ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ 70 ରୁ ଉର୍ଦ୍ଧ୍ଵ ଯାତ୍ରୀ
Jaleswar, Balasore | Aug 19, 2025
ଆଜି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଭେଲୋରା ଛକ ରେ ଦୁର୍ଘଟଣା, ପଶ୍ଚିମବଙ୍ଗ ରୁ ବାଲେଶ୍ବର ଅଭିମୁଖେ...