ବୀରମହାରାଜପୁର: ବୀରମହାରାଜପୁର :ବାବୁପାଲି ଛକରୁ ମଦ୍ୟପ ବାଇକ ଚାଳକ ଗିରଫ, ଲଛୀପୁର ଥାନାରେ ମାମଲା ରୁଜୁ
ଗତକାଲି ଜିଲ୍ଲାର ଲଛୀପୁର ପୋଲିସ ରାତ୍ରିକାଳୀନ ପାଟ୍ରୋଲିଙ୍ଗ କରୁଥିବାବେଳେ, ବାବୁପାଲି ଛକରୁ ଜଣେ ମଦ୍ୟପ ବାଇକ ଚାଳକକୁ ଗିରଫ କରିଥିବାବେଳେ, ଏନେଇ ଏକ ମାମଲା ରୁଜୁ ହୋଇଥିବାଲଛୀପୁର ପୋଲିସ ସୂତ୍ରରୁ ସୂଚନା ମିଳିଛି l