ସିମୁଳିଆ: ଜୟୀପୁର ନିକଟରେ ଭାରସାମ୍ୟ ହରାଇ ନୟନଯୋଡି କୁ ଖସିଲା କାର ଵର୍ତ୍ତିଗଲେ ଚାଳକ
ଭାରସାମ୍ୟ ହରାଇ ନୟନଯୋଡି କୁ ଖସିଲା କାର ଅଳ୍ପକେ ବର୍ତିଲେ ଚାଳକ l ଆଜି ରବିବାର ଅପରାହ୍ନ 5 ଘଟିକା ସମୟରେ ଖଇରା ବ୍ଲକ ବଡ଼ଜୟୀପୁର ପଞ୍ଚାୟତ ଜୟୀପୁର ନିକଟରେ ଏକ କାର ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନୟନଯୋଡି ତଳକୁ ଖସି ପଡ଼ିଥିଲା ଅଂଚଳବାସି ଦେଖି ସଙ୍ଗେ ସଙ୍ଗେ ଚାଳକ କୁ କାର ରୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ l ଯୁବକ ଜଣଙ୍କ ଜୟୀପୁର ଅଂଚଳ ହୋଇଥିବା ନେଇ ସୂଚନା ମିଳିଛି l