ଧର୍ମଶାଳା: ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଜଳହରା ଠାରେ ଯୋଜନା ବୈଠକ ଅନୁଷ୍ଠିତ
ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଡିସେମ୍ବର 7 ତାରିଖ ଦିନ କୁଆଖିଆ ମଧୁବନ ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ବିଶାଳ ଶୌର୍ଯ୍ୟ ସଞ୍ଚଳନ ବାଇକ ଶୋଭାଯାତ୍ରା କାର୍ଯ୍ୟକ୍ରମ ପାଇଁ ଯାଜପୁର ଜିଲ୍ଲା ଜଳହରା ଠାରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଥିବା ରବିବାର ରାତି 9 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି ।