ବୌଦ୍ଧ ସଦର: ହରଭଙ୍ଗା ବ୍ଲକ ସମ୍ମିଳନୀ କକ୍ଷରେ ଅପପୁଷ୍ଟି ମୁକ୍ତ ଗ୍ରାମ ପଞ୍ଚାୟତ ଶୀର୍ଷକ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ
Baudh Sadar, Boudh (Bauda) | Jul 31, 2025
ବୌଦ୍ଧ ଜିଲ୍ଲା ପରିଷଦ ଏପିଡି ତାଲିମ ଅମ୍ରିତା ପ୍ରିୟଦର୍ଶନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ବ୍ଲକର ସମସ୍ତ...