ବାମରା ବ୍ଲକ ଗୋବିନ୍ଦପୁର ଓ ମହୁଲପାଲି ସମେତ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଥାନା ରେ ଶନିବାର ଦିନ ଆଭାସୀ ମାଧ୍ୟମରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୨୦ ଟି ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ। ଏହି ରଥ ଗୁଡ଼ିକ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ପହଞ୍ଚିଲା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଲୋକଙ୍କୁ ସାଇବର ଅପରାଧ ବିଷୟରେ ସଚେତନ କରିବ। ଏହି କାର୍ଯ୍ୟକ୍ରମ ଟି ଆଭାସି ମାଧ୍ୟମରେ ସମସ୍ତ ଥାନାରେ ଆୟୋଜିତ ହୋଇଥିଲା।