ବୀରମହାରାଜପୁର: ବିନିକାରେ ଗୋକୁଳାଷ୍ଟାମୀ ମହୋତ୍ସବର ଚତୁର୍ଥ ରାଜନୀର ନାଟକ ମଞ୍ଚସ୍ଥ, ଉପଭୋଗ କଲେ ଦର୍ଶକ
ସଂସ୍କୃତି ଓ ପରମ୍ପରା ର ପୃଷ୍ଠଭୂମି ସୁବର୍ଣ୍ଣପୁର ଜିଲ୍ଲା ସଦା ସର୍ବଦା ତାର ଐତିହ ଓ ପରମ୍ପରା ପାଇଁ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ, ଜିଲ୍ଲାର ବିନିକା କଂସାରୀ ପଡା ଠାରେ ଅନୁଷ୍ଠିତ ହୋଇଥିବା ଗୋକୁଳାଷ୍ଟମୀ ମହୋତ୍ସବ ତନ ମଧ୍ୟ୍ୟରେ ଅନ୍ୟତମ l କାହିଁ କେଉଁ ଆବାହମାନ କାଳରୁ ଏଠାରେ ଏହି ମହୋତ୍ସବର ଆୟୋଜନ ହେଉଥିବା ବେଳେ, ଆଜି ସନ୍ଧ୍ୟା ୭ ଟା ସମୟରୁ ଚତୁର୍ଥ ରାଜନୀର ଲୀଳା ନାଟକ ମଞ୍ଚସ୍ଥ ହୋଇଯାଇଛି l ଦ୍ୱାପର ଯୁଗର କୃଷ୍ଣ ଚରିତ ଉପରେ ଆ