ସୋନପୁର: ସୁବଳୟା ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀମଦ ଭାଗବତ ଜନ୍ମ ଅନୁଷ୍ଠିତ
Sonapur, Subarnapur (Sonepur) | Sep 7, 2025
ସଂସ୍କୃତି ଓ ପରମ୍ପରା ର ପୃଷ୍ଟ ଭୂମି ସୁବର୍ଣ୍ଣପୁର ଜିଲ୍ଲା ତାର ସଂସ୍କୃତି ଓ ପରମ୍ପରା ପାଇଁ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ସଦା ସର୍ବଦା...