ଭୋଗରାଇ: ପଳାସିଆ ଗାଁରେ ବୁକୁଭଟା କାନ୍ଦ ବୋବାଳି ମଧ୍ଯରେ ପଞ୍ଚଭୂତରେ ଲୀନ ହେଲେ FM କଲେଜର ଛାତ୍ରୀ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ
Bhograi, Balasore | Jul 15, 2025
ଏଫଏମ କଲେଜରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଘଟଣା । ଏମ୍ସ ହସ୍ପିଟାଲରେ ମୃତ ଘୋଷଣା ପରେ ଆଜି ଭୋଗରାଇ ପୋଳାସିଆ ଗ୍ରାମର ଜନ୍ମ ମାଟିରେ ପହଞ୍ଚିଛି...