ଗଞ୍ଜାମ ଜିଲ୍ଲା ପୋଲସରା ସହର ସରସ୍ଵତୀ ବିହାର ତଥା କାଳୀ ମନ୍ଦିର ନିକଟରେ ଥିବା ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିରର ଷଡ଼ବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଯଦୁନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭ ଦର୍ଶିନି ପଟ୍ଟନାୟକ ଯୋଗଦେଇ ଗର୍ବରେ କୁହ ଆମେ ଭାରତୀୟ ସଂସ୍କୃତି ଓ ମାଟିକୁ ଭଲ ପାଇବା।