Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

କୋଟପାଡ: ଚନ୍ଦ୍ରପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ  ବିଦ୍ୟାଳୟ ସ୍ତରୀୟ "ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ", ଉଦଯାପିତ

Kotpad, Koraput | Nov 8, 2025
ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ  ବିଦ୍ୟାଳୟ ସ୍ତରୀୟ "ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ", ଉଦଯାପିତ ହୋଇଯାଇଛି  l ଏହି ଅବସରରେ ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ ଅନୁଷ୍ଠାନର ପ୍ରିନ୍ସପାଲ ଶଶୀ ଭୂଷଣ ମହାପାତ୍ର l ଏଥିରେ ବିଜ୍ଞାନ, ଗଣିତ ଓ ପରିବେଶଗତ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।ମୋଟ ୪୫ଟି  ଅଭିନବ ପ୍ରକଳ୍ପ ୬୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହି ପ୍ରକଳ୍ପଗୁଡ଼ିକ ବିଜ୍ଞାନ, ଗଣିତ ଓ ପରିବେଶ ସୁସ୍ଥିରତା ସହିତ ସମ୍ପର୍କିତ ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀଙ୍କ  ପ୍ରତିଭାକୁ ଦର୍ଶାଇଥିଲା

MORE NEWS