ମାଲକାନଗିରି: କୁଡୁମୁଲୁଗୁମ୍ମା ଦୁର୍ଗା ମଣ୍ଡପରେ ଦଶମୀ ପୂଜା ପାଳିତ
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଦୁର୍ଗା ମଣ୍ଡପରେ ଦଶମୀ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ମାଙ୍କ ପୂଜା ଅର୍ଚ୍ଚନା କରାଯାଇଥିବା। ମାଙ୍କୁ ଦର୍ଶନ କରିବା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଥିଲା।