OperationNanheFariste ଅଭିଜାନରେ ବଲାଙ୍ଗୀର RPF ଦ୍ୱାରା ଜଣେ ନାବାଲକ ଉଦ୍ଧାର। ବଲାଙ୍ଗୀର ରେଲୱେ ଷ୍ଟେଶନର ପ୍ଲାଟଫର୍ମ–୦୨ ଠାରେ ସନ୍ଦେହଜନକ ଭାବେ ଘୁରୁଥିବା ପ୍ରାୟ 15 ବର୍ଷ ବୟସ୍କ ଜଣେ ଅବୟସ୍କ ନବଳକ କୁ ଙ୍କୁ RPF ଟିମ୍ ସଚେତନତାର ସହ ଖୋଜି ଉଦ୍ଧାର କରିଛନ୍ତି। #OperationNanheFariste ଅଭିଯାନର ଅଂଶ ଭାବରେ RPF କର୍ମଚାରୀମାନେ ତୁରନ୍ତ ସୁରକ୍ଷାବଧିରେ ନେଇ Child Welfare Committee ବଲାଙ୍ଗୀରଙ୍କ ହସ୍ତାନ୍ତର କରିଦେଇଛନ୍ତି। CWC ପକ୍ଷରୁ ନାବଳକ ସୁରକ୍ଷା, ପରିଚୟ ଓ ପୁନର୍ବାସ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି