ଜି ଉଦୟଗିରି: ଜି ଉଦୟଗିରି ଦୁର୍ଗା ମଣ୍ଡପ ରେ ଆଜି ସପ୍ତମୀ ପୂଜା ଉପଲକ୍ଷେ ମା ଦୁର୍ଗା ଙ୍କ ପୂଜା ଆରମ୍ଭ ହୋଇଛି. ପୂଜା ମଣ୍ଡପ ରେ ପୂଜାର୍ଚନା ଆରମ୍ଭ ହୋଇଅଛି
ଜି ଉଦୟଗିରି ଦୁର୍ଗା ମଣ୍ଡପ ରେ ଆଜି ସପ୍ତମୀ ପୂଜା ଉପଲକ୍ଷେ ମା ଦୁର୍ଗା ଙ୍କ ପୂଜା ଆରମ୍ଭ ହୋଇଛି. ପୂଜା ମଣ୍ଡପ ରେ ପୂଜାର୍ଚନା ଆରମ୍ଭ ହୋଇଅଛି ଏବଂ ଚଣ୍ଡୀ ପାଠ ହୋଇଅଛି.ଉଦୟଗିରି ରେ ଜିଲ୍ଲାର ପ୍ରଥମ କରି ରୁପାର କିରଟି ଓ ବହୁ ଅଳଂକାର ଲଗାଯାଇଅଛି. ଏଣୁ ମଣ୍ଡପ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଅଛି.