ଆନନ୍ଦପୁର: ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ ପତାକା ନ ଉଡିବାକୁ ନେଇ ମହିଳାଙ୍କ ଫକିରପୁର ଅଙ୍ଗନବାଡି କେନ୍ଦ୍ର ଘେରାଉ
Anandapur, Kendujhar | Aug 16, 2025
ଆନନ୍ଦପୁର ଉପଖଣ୍ଡ ଫକିରପୁର ଅଙ୍ଗନବାଡି କେନ୍ଦ୍ରରେ ଗତକାଲି ସ୍ଵାଧୀନତା ଦିବସ ଅବସରରେ ଜାତୀୟ ପତାକା ନ ଉଡିବାକୁ ନେଇ ଆଜି ଗ୍ରାମର ମହିଳା ମାନେ...