ସୁନ୍ଦରଗଡ ସହର: ମିଟୁ ଟୁଙ୍ଗୁରି ଶିବ ମନ୍ଦିର ପରିସରରେ ରକ୍ତ ଚନ୍ଦନ ଗଛ ଲଗାଇଲେ ଧରୁଆଡିହି ଆଇଆଇସି ଓ ରୁଦ୍ରାକ୍ଷ ଗଛ ଲଗାଇଲେ କୁତ୍ରା ସିଏଚସି ଡ଼ାକ୍ତର
Sundargarh Town, Sundargarh | Jul 21, 2025
ଆଜି ଜୁଲାଇ 21 ତାରିଖ ସୋମବାର ଅପରାହ୍ନ 3:30 ସମୟରେ ଏହି ଗଛ ଲଗାଇଛନ୍ତି ପୋଲିସ ଓ ଡାକ୍ତର। ମିଟୁ ଟୁଙ୍ଗରି ଶିବ ମନ୍ଦିର କମିଟିର ଅନୁରୋଧ...