ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତି ବିଷ ପିଇ ମୃତ୍ୟୁ ହୋଇଥିବା ଘଟଣା ଥାନାରେ ଅଭିଯୋଗ
ଆଜି ବୁଧବାର ସକାଳ ଦଶ ଘଣ୍ଟା ସମୟରେ ନର୍ଲା ଥାନା ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତି ନର୍ଲା କୁ ଆସି କୀଟନାଶକ ଔଷଧ ସେବନ କରିଥିଲା ଗୁରୁତର ଅବସ୍ଥାରେ ଘର ଲୋକେ ନର୍ଲା ମେଡ଼ିକାଲ୍ ରେ ଚିକିତ୍ସା କରିଥିଲେ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଖାନରେ ଡାକ୍ତର ମୃତ୍ୟୁ ଗୋଷଣା କରିଥିଲେ ଏ ନେଇ ଆଜି ଥାନାରେ ଅଭିଯୋଗ କରିଛନ୍ତି ପରିବାର