ବଲାଙ୍ଗୀର ଜିଲ୍ଲାର କୁରସୁଦ୍ ଗ୍ରାମ ପଞ୍ଚାୟତରେ ଆଜି ଶେୟରହୋଲ୍ଡର ମୋବିଲାଇଜେସନ୍ ମିଟିଂ ଆୟୋଜିତ ହେଲା । ଏହି ସଭାର ଉଦ୍ଦେଶ୍ୟ ଥିଲା ଶେୟରହୋଲ୍ଡରମାନଙ୍କୁ ସଂଗଠିତ କରି FPO (ଫାର୍ମର ପ୍ରୋଡ୍ୟୁସର ଅର୍ଗାନାଇଜେସନ୍) ର କାର୍ଯ୍ୟକଳାପକୁ ପ୍ରଚାର କରିବା ଓ ସେଥିରେ ସକ୍ରିୟ ଅଂଶଗ୍ରହଣ କୁ ପ୍ରୋତ୍ସାହନ ଦେବା । ଅଧିକାରୀମାନେ ଶେୟରହୋଲ୍ଡରଙ୍କୁ ସହଭାଗୀତା ଦ୍ୱାରା ଆର୍ଥିକ ସୁସ୍ଥିତି ଓ ଉତ୍ପାଦନ ବୃଦ୍ଧିରେ FPO ର ଭୂମିକା ବିଷୟରେ ଅବଗତ କରାଇଲେ ।