ଗୁରୁବାର ଦିନ ପ୍ରାୟ ୧୦ଟାରେ ବାରିପଦା ସହର ଗସ୍ତରେ ଆସିଥିବା ଆଇଏଏସ୍ ଅଧିକାରୀଙ୍କ ଟିମ୍ ବାରିପଦା ମ୍ୟୁନିସିପାଲଟି ସମ୍ମିଳନୀ କକ୍ଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ ଏବଂ ପୌର ପରିଷଦର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି।