ଭୋଗରାଇ: ଚକେଇସବ ଗାଁରୁ ଏଯାଏ କମିନି ବନ୍ୟା ପାଣି ଦୁଃଖ ଦୁର୍ଦ୍ଦଶା ରେ ଜୀବନ କାଟୁଛନ୍ତି ଲୋକେ, ପ୍ରତିକ୍ରିୟା ରଖି ସରକାରୀ ସହାୟିତା ପାଇଁ ଦାବି
Bhograi, Balasore | Jul 31, 2025
ଖସୁଛି ପାଣି ହେଲେ ବଢୁଛି ଦୁର୍ଦ୍ଦଶା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକର ବିଭିନ୍ନ ପଂଚାୟତର ଏବେ ବି ପାଣି ଘେରରେ ୫୦ ରୁ ଅଧିକ ଗାଁ । ଘରେ...