ବରୀ ରାମଚନ୍ଦ୍ରପୁର: ପ୍ରାଚୀନ ହରମୁକୁନ୍ଦ ବାରୁଣୀ ତୀର୍ଥକ୍ଷେତ୍ର ଠାରେ ବିଶାଳ ପଞ୍ଚକୁଣ୍ଡୀୟ ଯଜ୍ଞମଣ୍ତପ ନିର୍ମାଣ ନେଇ ସୂଚନା ଦେଲେ ସାଂସଦ
ପ୍ରାଚୀନ ହରମୁକୁନ୍ଦ ବାରୁଣୀ ତୀର୍ଥକ୍ଷେତ୍ର ଠାରେ ବିଶାଳ ପଞ୍ଚକୁଣ୍ଡୀୟ ଯଜ୍ଞମଣ୍ତପ ନିର୍ମାଣ ନେଇ ସୂଚନା ଦେଲେ ସାଂସଦ । ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ନୂତନ ଯଜ୍ଞ ମଣ୍ଡପ ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ଶୁଭ ଉଦଘାଟନ କରିଥିଲେ।