ସୋନପୁର: ନାକେନପାଲି ରେ ଆର ବି ଏସ କେ ଏବଂ ଆର କେ ଏସ କେ ଉପରେ ବ୍ଲକ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରୟ ଏକ ଘଣ୍ଟା ପର୍ଯ୍ୟନ୍ତ, ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆର ବି ଏସ କେ ଏବଂ ଆର କେ ଏସ କେ ଉପରେ ବ୍ଲକ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନଳିନୀପ୍ରଭା ମିଶ୍ର, ଡି ପି ଏମ ପ୍ରିୟରଞ୍ଜନ ସାହୁ, ସି ଡି ପି ଓ ସୋନପୁର ସଂଗୀତା ସ୍ୱ