ପଦ୍ମପୁର: ପିଇବା ପାଣି ପାଇଁ ପଦ୍ମପୁର ସହର ପାଟଣାଗଡ଼ ରାସ୍ତା ରଜାପଡା ରେ ରାସ୍ତା ରୋକ
ବରଗଡ଼ ଜିଲ୍ଲା ପଦ୍ମପୁର ରେ ପିଇବା ପାଣି ପାଇଁ ରାସ୍ତା ରୋକ କଲେ ଲୋକେ । ପଦ୍ମପୁର - ପାଟଣାଗଡ଼ ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ରେ ବସିଲେ ପଦ୍ମପୁର 11 ୱାର୍ଡ ର ରଜାପଡା ଅଞ୍ଚଳ ବାସୀ । ଦୀର୍ଘ 3 ଦିନ ହେବ ପିଇବା ପାଣି ସମସ୍ୟା ନେଇ ହନ୍ତ ସନ୍ତ ହେଉଥିବା ଯୋଗୁ ରଜାପଡା ଲୋକେ ଆଜି ସକାଳ 7ଟା ସମୟ ପାଖା ପାଖି ରେ ଏହି ରାସ୍ତା ରୋକ କରିଛନ୍ତି ।ରାସ୍ତାରେ ବାଲଟି ଗରିଆ ରଖି ଓ ଟେୟାର ଜାଳି ପାଣି ନମିଳିବା ଯାଏ ହଟିବୁ ନାହିଁ ବୋଲି ଦାବି କରିଛନ୍ତି ।ତେଣୁ ରାସ୍ତାରେ ଗାଡ଼ି ମୋଟର ଯାମ ହୋଇ ଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରୁଛି ହେଲେ ପାଣି ନମିଳିବା