ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ପରି ଦର୍ଶନ କଲେ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି.ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ସୋମବାର ଅପରାହ୍ନରେ ଓଡ଼ିଶା ବିଧାନ ସଭାର ଷ୍ଡାଣ୍ଡିଙ୍ଗ କମିଟି ପରିଦର୍ଶନ କରିଛନ୍ତି । ବିଧାନସଭା ର ୧୧ଜଣ ବିଧାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟିରୁ ଆଜି ୪ ଜଣ ସଦସ୍ୟ ରେଢ଼ାଖୋଲ ଉପଖଣ୍ଡ ଡାକ୍ତର ଖାନା ପରି ଦର୍ଶନ କରି ଡାକ୍ତର ଖାନାର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ଏହି କମିଟିରେ ଷ୍ଟାଣ୍ଡିଙ୍ଗ କମିଟିର ସଭାପତି ତଥା ପରଜଙ୍ଗର ବିଧାୟକ ବିଭୁତି ଭୂଷଣ ପ୍ରଧାନ ନେତୃତ୍ୱ ରେ ,ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ