ବଲାଙ୍ଗୀର: ଜଗନ୍ନାଥପଡା ଦୁର୍ଗା ମେଢ଼ରେ ଅପରେସନ ସିନ୍ଦୁର ପେହେଲଗାମର ପ୍ରତିଛବି
ଜଗନ୍ନାଥପଡାରେ ଚାଲିଥିବା ଦୁର୍ଗା ମେଢ଼ ଏବେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ଏଥିରେ "ଅପରେସନ ସିନ୍ଦୁର" ଓ "ପେହେଲାଗାମ ଘଟଣା" କୁ ଆଧାର କରି ମେଢ଼ ରୂପାୟଣ କରାଯାଇଛି। ମେଢ଼କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ସହ ଦୂର-ଦୂରାନ୍ତରୁ ମଧ୍ୟ ଲୋକମାନେ ଭିଡ଼ କରୁଛନ୍ତି। ସାଧାରଣ ପୂଜା ପାଣ୍ଡାଳ ଭଳି ନୁହେଁ, ଏହି ମେଢ଼ରେ ଦେଶର ସୁରକ୍ଷା, ସମାଜରେ ଘଟୁଥିବା ପ୍ରସଙ୍ଗ ଓ ନବୀନତାକୁ ଲୋକଙ୍କ ସାମ୍ନାରେ ରଖାଯାଇଛି।ସାମାଜିକ ସନ୍ଦେଶ ସହିତ ଆଧୁନିକ ପ୍ରୟୋଗରେ ତିଆରି ହୋଇଥିବା ଏହି ଦୁର୍ଗା ମେଢ଼, ପ୍ରତିବର୍ଷରେ ମଧ୍ୟ, ଏବେକି ଲୋକମାନଙ୍କ ମନୋରଞ୍ଜନ ସହିତ ସଚେତନତାର ଆଧାର ହୋଇଛି