ଓଏସଆରଟିସି ଜୟପୁର ଡିପୋର ସହକାରୀ ମ୍ୟାନେଜର ଙ୍କ ନାମରେ ଅଭିଯୋଗ l ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବିଜୟନଗରମ ଡିପୋର ଅସ୍ଥାୟୀ ଠିକା ବସ କଣ୍ଡକ୍ଟରଙ୍କୁ ଜୟପୁର ଡିପୋର ସହକାରୀ ମ୍ୟାନେଜର ମାଡ ମାରିବା ସହିତ ୫ ହଜାର ଟଙ୍କା ଲାଞ୍ଚ ମାଗିଵା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି l ବିଜୟନଗର ଡିପୋରେ ଅସ୍ଥାୟୀ ତଥା ଠିକା କଣ୍ଡକ୍ଟର ଧିରସ୍ତିତ ବିଶୋୟୀ ଅଭିଯୋଗ କରିଛନ୍ତି l ମାମଲା ର ତଦନ୍ତ କରୁଥିବା ଏସ.ଆଇ ରାଜେନ୍ଦ୍ର କୁମାର ପାଙ୍ଗୀ ଆଜି ସଂନ୍ଧ୍ୟା 6ଟାରେ ସୂଚନା ଦେଇଛନ୍ତି ।